বিষয়বস্তুতে চলুন

চিত্র:Koili baikuntha srimandira.jpg

ভারতপিডিয়া থেকে

মূল ফাইল (৭৬৮ × ৫৭৬ পিক্সেল, ফাইলের আকার: ৩০৭ কিলোবাইট, এমআইএমই ধরন: image/jpeg)

এই ফাইলটি শেয়ারকৃত ভাণ্ডার থেকে আগত এবং অন্যান্য প্রকল্পে ব্যবহৃত হতে পারে। সেখানে থাকা ফাইলটির বিবরণ পাতার বিবরণ নিচে দেখানো হলো।

সারাংশ

বিবরণKoili baikuntha srimandira.jpg
English: ଶ୍ରୀକ୍ଷେତ୍ରକୁ କୁହାଯାଏ ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀମନ୍ଦିର ମଧ୍ୟରେ ରହିଛି ବୈକୁଣ୍ଠ ପୁର ଲୋକ ମୁଖରେ ଏହାକୁ କୁହାଯାଏ କୋଇଲି ବୈକୁଣ୍ଠ. ନବକଳେବରରେ କୋଇଲି ବୈକୁଣ୍ଠର ରହିଛି ସ୍ୱତନ୍ତ୍ର ବିଶେଷ୍ୱତ. ନବ ବିଗ୍ରହ ନିର୍ମାଣ ପ୍ରଥମ ଓ ଶେଷ କାର୍ଯ୍ୟ ଏହା ପରିସରରେ ସମ୍ପାଦିତ ହୁଏ. ବନଯାଗ ଯାତ୍ରା ପୂର୍ବରୁ ଏଠାରେ ନୃସିଂହ ନ୍ୟାସ କରାଯାଏ. ଶେଷରେ ବିଶ୍ୱକର୍ମା ମହାରଣା ଏଠାରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ନିବଦ୍ଧ କୋଠରୀ ମଧ୍ୟରେ ନିର୍ମାଣ କରିଥାଆନ୍ତି. ନବକଳେବରର ନିତୀ ଆରମ୍ଭ ହେବାକୁ ଆଉ ୪୦ ଦିନ ବାକିଥିବା ବେଳେ ଏବେ କୋଇଲି ବୈକୁଣ୍ଠକୁ ସମସ୍ତ ନିତୀ ଓ ମୂର୍ତ୍ତୀ ନିର୍ମାଣ ପାଇଁ ପ୍ରସ୍ତୁତ କରାଯାଉଛି.
ମର୍ତ୍ତ୍ୟ ବୈକୁଣ୍ଠ  ଶ୍ରୀକ୍ଷେତ୍ର..... ଯେଉଁଠାରେ ସପରିବାରେ ବସ କରିଛନ୍ତି ବୈକୁଣ୍ଠାଧିପତି ବିଷ୍ଣ. ନିଜ ଭ୍ରାତା ବଳଭଦ୍ର , ଭଗୀନି ସୁଭଦ୍ରା , ପତ୍ନୀ ମହାଲକ୍ଷ୍ମୀ ଓ ସମସ୍ତ ଦେବା ଦେବୀଙ୍କ ସହ ଶଙ୍ଖକ୍ଷେତ୍ରର ମଧ୍ୟ ଭାଗ ଶ୍ରୀମନ୍ଦିରରେ ବାସ କରୁଛନ୍ତି. ମହାପ୍ରଭୁ ଏଠାରେ ମାନବୀୟ ଲୀଳା ପ୍ରଦର୍ଶନ କରନ୍ତି. ଭାବର ଠାକୁର ମଣିଷ ପରି ଶରୀରତ୍ୟାଗ କରିବା ସହ ନୂତନ ବିଗ୍ରହରେ ଜନ୍ମଲାଭ କରନ୍ତି. ଏହାକୁ କୁହାଯାଏ ନବକଳେବର. ନବକଳେବରର ଦରୁ ସଂଗ୍ରହର ପୂର୍ବ ଓ ନବବିଗ୍ରହ ନିର୍ମାଣ କାର୍ଯ୍ୟ ହୁଏ କୋଇଲି ବୈକୁଣ୍ଠରେ.ଏଥିପାଇଁ କୋଇଲି ବୈକୁଣ୍ଠରେ ଅଙ୍କୁରରୋପଣ୍ ଗୃହ, ନିର୍ମାଣ ମଣ୍ଡପ ଯଜ୍ଞ ମଣ୍ଡପ ସ୍ନାନ ମଣ୍ଡପ, ଅଧିବାସ ଗୃହ ନିର୍ମାଣ କରାଯାଏ.୧୨ ହାତ ଲମ୍ବ ଓ ପ୍ରସ୍ଥ ୧୬ଟି ଖମ୍ବ ବିଶିଷ୍ଟ ଦୁଇଟି ଗୃହ ନିର୍ମାଣ କରାଯାଏ. ଏହା ମଧ୍ୟ ଭାଗରେ ଏକ ହାତରେ ଏକ ହାତ ବିଶିଷ୍ଟ ଯଜ୍ଞ ସ୍ଥଳ ନିର୍ମାଣ ହୁଏ. ଯଜ୍ଞ ମଣ୍ଢପର ପଶ୍ଚିମ ପଟେ ୧୬ ହାତ ବିଶିଷ୍ଟ  ନିର୍ମାଣ ମଣ୍ଡପ ତିଆରି କରାଯାଏ. ଏହିଠାରେ ନିର୍ମାଣ ହୁଏ ଦାରୁରୁ ନୂତନ ବିଗ୍ରହ.ଯଜ୍ଞ ମଣ୍ଡପର ପୂର୍ବ ଭାଗରେ ସ୍ନାନ ମଣ୍ଡପ ଓ ଅଧିବାସ ଗୃହ ନିର୍ମାଣ କରାଯାଏ.ଦକ୍ଷିଣ ଦିଗରେ କରାଯାଏ ନୃସିହ ଗୃହ ଓ ନ୍ୟାସ ଦାରୁ ଗୃହ.

-ରାମ ନବମୀ ପରଦିନ ଚୈତ୍ର ଶୁକ୍ଳ ପକ୍ଷ ଦଶମୀ ଆରମ୍ଭ ହୁଏ ବନଯାଗ ଯାତ୍ରା ପାଇ ପ୍ରସ୍ତୁତି. ଦାରୁ ସଂଗ୍ରହ ହେବାପରେ ଦାରୁଙ୍କୁ ଶଗଡ଼ ସହିତ ବେଢ଼ାର ଉତ୍ତରଦ୍ୱାର ଦେଇ କୋଇଲି ବୈକୁଣ୍ଠପୁର ମଧ୍ୟସ୍ଥ ଦାରୁଗୃହ ମଧ୍ୟକୁ ନିଆଯାଇ ସେଠାରେ ଶଗଡ଼ ସହିତ ରଖାଯାଇଥାଏ ।ଏହିପରି ଭାବରେ ଗୋଟିକ ପରେ ଗୋଟିଏ କରି ଚାରିଦାରୁଙ୍କୁ ବିଧି କୋଇଲିବୈକୁଣ୍ଠ ପୁରସ୍ଥ ଦାରୁଗୃହ ମଧ୍ୟକୁ ଅଣାଯାଇଥାଏ ଓ ଶଗଡ଼ ସହିତ ଉକ୍ତ ଗୃହମଧ୍ୟରେ ରଖାଯାଇ ପ୍ରତ୍ୟହ ପତିମହାପାତ୍ରଙ୍କ ଦ୍ୱାରା ପୂଜା କରାଯାଇଥାଏ । ଗୋଟିଏ ଦାରୁଙ୍କୁ ଆଣିବାର ଦାୟିତ୍ୱ ଯେଉଁ ଦଇତାପତି ଦଳଙ୍କ ଉପରେ ରହିଥାଏ ସେହିଦଳ ସେହି ଦାରୁଙ୍କୁ ଆଣି ଦାରୁଗୃହ ମଧ୍ୟରେ ପହଞ୍ଚାଇ ଦେବାପରେ ତାଙ୍କର କର୍ତ୍ତବ୍ୟ ଶେଷ ହୋଇଯାଇଥାଏ । ଉକ୍ତ ଦଳ ଅନ୍ୟ ଦାରୁଙ୍କୁ ଆଣିବାକୁ ଆଉ ଯାଇନଥାନ୍ତି । ଜଗନ୍ନାଥଙ୍କ ଦାରୁଙ୍କ ଦଇତାପତି ଦଳଙ୍କ ସହିତ ରହିଥାନ୍ତି ବିଶ୍ୱାବସୁ, ବିଦ୍ୟାପତି, ଲେଙ୍କା ଓ ଦେଉଳକରଣ ।କୋଇଲିବୈକୁଣ୍ଠର ଦକ୍ଷିଣ-ପୂର୍ବ କୋଣରେ ମଣ୍ଡପ ଉପରେ ଅଙ୍କୁରରୋପଣ ଯଜ୍ଞ କରାଯାଇ ନୂତନ ବିଗ୍ରହମାନଙ୍କ ନିର୍ମାଣ କାର୍ଯ୍ୟର ଅନୁକୁଳ କରାଯାଏ । ବର୍ଦ୍ଧକି ବା ବିଶ୍ୱକର୍ମା ମହାରଣା ମାନଙ୍କୁ ଅବରୁଦ୍ଧ କୋଠରୀ ମଧ୍ୟରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟପାଇଁ ରଖାଯାଏ । ସେମାନେ ଅବରୁଦ୍ଧ କୋଠରୀ ମଧ୍ୟରେ ରହି କାର୍ଯ୍ୟ କରିଥାନ୍ତି । ମୂର୍ତ୍ତି ନିର୍ମାଣପରେ ଏହା ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ଯଥାବିଧି ଅନୁସାରେ ପ୍ରତିଷ୍ଠା କରାଯାଇଥାଏ । ନବକଳେବର ଉତ୍ସବରେ ଚାରିଠାକୁରଙ୍କର ନୂତନ ପ୍ରତିମାମାନଙ୍କର ନିର୍ମାଣ ବିଧି ଓ ପ୍ରତିଷ୍ଠା ବିଧି, ନୂତନ ବିଗ୍ରହମାନଙ୍କର ସ୍ଥାପନ ବିଧିଅନୁସାରେ କରାଯାଏ.ଆଷାଢ଼ ଶୁକ୍ଳ ପ୍ରତିପଦ ଦିନ ନୂତନ ନିର୍ମିତ ମୂର୍ତ୍ତି ମାନଙ୍କୁ ଏକ ନୂତନ ରଥରେ ବସାଇ ଶ୍ରୀମନ୍ଦିରର ଚାରିପଟେ ସାତଥର ବୁଲାଯାଏ ଏବଂ ସେହିଦିନ ରାତିରେ ନୂଆ ମୂର୍ତ୍ତି ଗୁଡ଼ିକୁ ଅଣସର ଘରକୁ ନିଆଯାଏ । ଏହି ରାତ୍ରରେ ଦିଅଁଙ୍କ ଠାରୁ ପରମବ୍ରହ୍ମ ନୂତନ ମୂର୍ତ୍ତି ଅଣସର ଘରୁ ଅଣାଯାଇ ଉକ୍ତ ରଥରେ ବସାଇ କୋଇଲିବୈକୁଣ୍ଠକୁ ନିଆଯାଏ । କୋଇଲିବୈକୁଣ୍ଠର ଶିଆଳିଲଟା ତଳେ ଆଗରୁ ତିନିଗୋଟି ଗାତ ଖୋଳାହୋଇ ତାମଧ୍ୟରେ ଶଯ୍ୟା କରାହୋଇଥାଏ । ସେହି ଶଯ୍ୟାରେ ପୁରୁଣା ମୂର୍ତ୍ତିମାନଙ୍କୁ ଶୁଆଇଦିଆଯାଏ । ଏଥିସହିତ ଆଗରୁ ରଥରେ ବ୍ୟବହୃତ ହୋଇଥିବା କାଠର ସାରଥୀ, ଘୋଡ଼ା ଓ ଦେବଦେବୀ ମାନଙ୍କୁ ପୁରାଇ ପୋତିଦିଆଯାଇଥାଏ । ନବକଳେବର ନିମନ୍ତେ ଦାରୁର ସନ୍ଧାନ, ନୂତନ ମୂର୍ତ୍ତି ଗଠନ, ଦିଅଁଙ୍କ ଠାରୁ ନୂତନ ମୂର୍ତ୍ତିକୁ ପରମବ୍ରହ୍ମ ପାଲଟାଇବା ଓ ପୁରୁଣା ମୂର୍ତ୍ତିଙ୍କୁ କୋଇଲିବୈକୁଣ୍ଠରେ ବିସର୍ଜନ କରିବା ଆଦି କାର୍ଯ୍ୟକ୍ରମ ଗୁଡ଼ିକର ବିଧି ବିଧାନ ଅତି ଗୋପନୀୟ ଭାବେ ପାଳନ କରାଯାଇଥାଏ ।

by JIT PATTNAIK ଜିତ୍ ପଟ୍ଟନାୟକ ପୁରୀ puri odisha
তারিখ
উৎস নিজের কাজ
লেখক Jitpattnaikpuri

লাইসেন্স প্রদান

আমি, এই কাজের স্বত্বাধিকারী, এতদ্দ্বারা আমি এই কাজকে নিম্ন বর্ণিত লাইসেন্সের আওতায় প্রকাশ করলাম:
w:bn:ক্রিয়েটিভ কমন্স
স্বীকৃতিপ্রদান একইভাবে বণ্টন
এই ফাইলটি ক্রিয়েটিভ কমন্স অ্যাট্রিবিউশন-শেয়ার অ্যালাইক ৪.০ আন্তর্জাতিক লাইসেন্সের আওতায় লাইসেন্সকৃত।
আপনি স্বাধীনভাবে:
  • বণ্টন করতে পারেন – এ কাজটি অনুলিপি, বিতরণ এবং প্রেরণ করতে পারেন
  • পুনঃমিশ্রণ করতে পারেন – কাজটি অভিযোজন করতে পারেন
নিম্নের শর্তাবলীর ভিত্তিতে:
  • স্বীকৃতিপ্রদান – আপনাকে অবশ্যই যথাযথ স্বীকৃতি প্রদান করতে হবে, লাইসেন্সের একটি লিঙ্ক সরবরাহ করতে হবে এবং কোনো পরিবর্তন হয়েছে কিনা তা নির্দেশ করতে হবে। আপনি যেকোনো যুক্তিসঙ্গত পদ্ধতিতে এটি করতে পারেন। কিন্তু এমন ভাবে নয়, যাতে প্রকাশ পায় যে লাইসেন্সধারী আপনাকে বা আপনার এই ব্যবহারের জন্য অনুমোদন দিয়েছে।
  • একইভাবে বণ্টন – আপনি যদি কাজটি পুনঃমিশ্রণ, রুপান্তর, বা এর ওপর ভিত্তি করে নতুন সৃষ্টিকর্ম তৈরি করেন, তবে আপনাকে অবশ্যই আপনার অবদান একই লাইসেন্স বা একই রকমের লাইসেন্সের আওতায় বিতরণ করতে হবে।
https://creativecommons.org/licenses/by-sa/4.0CC BY-SA 4.0 Creative Commons Attribution-Share Alike 4.0 truetrue

ক্যাপশন

এই ফাইলটি কী উপস্থাপন করছে তার এক লাইন ব্যাখ্যা যোগ করুন

এই ফাইলে চিত্রিত আইটেমগুলি

যা চিত্রিত করে

৩,১৪,১৪২ বাইট

৫৭৬ পিক্সেল

৭৬৮ পিক্সেল

ফাইলের ইতিহাস

যেকোনো তারিখ/সময়ে ক্লিক করে দেখুন ফাইলটি তখন কী অবস্থায় ছিল।

তারিখ/সময়সংক্ষেপচিত্রমাত্রাব্যবহারকারীমন্তব্য
বর্তমান১৪:২৯, ১৪ ফেব্রুয়ারি ২০১৫১৪:২৯, ১৪ ফেব্রুয়ারি ২০১৫-এর সংস্করণের সংক্ষেপচিত্র৭৬৮ × ৫৭৬ (৩০৭ কিলোবাইট)smartcommons>JitpattnaikpuriUser created page with UploadWizard

এই ফাইল ব্যবহার করে এমন কোনো পাতা নেই।